ମୁଖ୍ୟ ପୃଷ୍ଠା

ଓଡ଼ିଆ ବାଇବଲ ୱେବସାଇଟରେ ଆପଣମାନଙ୍କୁ ସ୍ୱାଗତ କରୁଛୁ

ଏହି ଯାନ୍ତ୍ରିକ ଯୁଗରେ ଅମେ ପ୍ରୟୋଗ ବିଗ୍ୟାନ (ଟେକ୍ନଲୋଜି) ବ୍ୟବହାର କରି ପରମେଶ୍ୱରଙ୍କ ପବିତ୍ର ଓ ଜୀବିତ ବକ୍ୟ ଆପଣଙ୍କ ନିକଟକୁ ପହଞ୍ଚାଉ ଅଛୁ. ଏହି ୱେବସାଇଟରେ ଆପଣ ଅନେକ ପ୍ରକାରର ଖ୍ରୀଷ୍ଟିୟ ସାହିତ୍ୟ ସାମଗ୍ରୀ (ଓନଲାଇନ୍ ଓଡ଼ିଆ ବାଇବଲ, ଅଡିଓ ଓ ଭିଡିଓ, ଅଡିଓ ବାଇବଲ, ଖ୍ରୀଷ୍ଟିଅ ଓଡ଼ିଆ ପୁସ୍ତକ ଏବଂ ଭକ୍ତି ସଂଗୀତ) ସବୁ ଇପାରିବେ. ଏହି ୱେବ୍ସାଇଟରେ ଉପଲବଧ ଥିବା ସମସ୍ତ ସାହିତ୍ୟ ସାମଗ୍ରୀକୁ ଆପଣ ବିନାମୁଲ୍ୟରେ ପଢ଼ି ପାରିବେ, ଶୁଣି ପାରିବେ, ଦେଖି ପାରିବେ, ଏବଂ ଡାଉନଲୋଡ୍ ମଧ୍ୟ କରିପାରିବେ.

ସୁଚନା: ଏହି ୱେବସାଇଟରେ ଓଡ଼ିଆ ଲିପିର କିଛି ସମସ୍ୟା ରହିଅଛି. ଆମ୍ବେ ଏହାର ସମାଧାନ ଅତିଶୀଘ୍ର କରୁଅଛୁ. ଧନ୍ୟବାଦ.

ନୂତନ ନୂତନ ନୂତନ… ଏକ ନୂତନ ସଂଗୀତ ଆଲବମ୍ "ଲେଟ୍ସ ପ୍ରେ ଫୋର ଓଡ଼ିଶା" ମୁକ୍ତିଲାଭ କରିଅଛି ===>>>

ଓଡ଼ିଆ ବାଇବଲ ୱେବସାଇଟରେ ପରିଦର୍ଶନ କରିଥିବାରୁ ଆପଣଙ୍କୁ ବିଶେଷ ଧନ୍ୟବାଦ