ଅନ୍ୟାନ ପୁସ୍ତକ

ଏହି ପ୍ରୁଷ୍ଠା ରେ ଆପଣ ଅନେକ ବହି ପଢି ପାରିବେ ଜାହା ଓଡିଶା କିମ୍ବା ଓଡ଼ିଆ ବିଷୟ ରେ ବିଭିନ୍ନ ଭାଷା ରେ ଲିପିବଧ ହୋଇଅଛି.

୧. ଓଡ଼ିଆ ଇନ ଏ ସ୍ମଲ ବାଇଟ୍ସ- ଏହା ନେଇଲ୍ ଏରିକ୍ ୱେ ଗେ ଦ୍ବାର ଲିଖିତ ଏକ ଭାଷା ଶିଖିବା ନିମନ୍ତେ ଏକ ସାହାଯ୍ୟ ପୁସ୍ତିକ. ହେ ଜଣେ ଗଣୀତଜ୍ଞ ଏବଂ ସଂଗୀତଜ୍ଞ, ଯେ ଡେନମାର୍କ ରୁ ଆସି କିଛିବର୍ଷ ଭୁବନେଶ୍ବର, ଓଡ଼ିଶା ରେ ବସବଶ କରିଥିଲେ. ଏହି ପୁସ୍ତକଟିକୁ ବିଦେଶୀ ଏବଂ ଅଣ-ଓଡ଼ିଆ ମାନଙ୍କ ପାଈଂ ଲେଖିଥିଲେ.